ବିଳାସିନୀଙ୍କୁ ମିଳିଲା ଟ୍ରାଇସାଇକେଲ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତ ତାଜିପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ବିଳାସିନୀ ଦାସଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ମିଳିଥିବା ଜଣାଯାଇଛି । ଟ୍ରାଇସାଇକେଲ ପ୍ରଦାନ ବେଳେ ବିଡିଓ ଅଙ୍କିତା ବାରିକ, ଅତିରିକ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଭାରାପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ନିଶାକର ଖୁଣ୍ଟିଆ ଯୋଗ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ