ବିଶିଷ୍ଟ ଫିଲ୍ମନିର୍ମାତା ମଣିରତ୍ନମ ଅସୁସ୍ଥ

ଲୋକପ୍ରିୟ ଫିଲ୍ମ ନିର୍ଦ୍ଧେଶକ ଓ ନିର୍ମାତା ମଣିରତ୍ନମ ଅସୁସ୍ଥ । ତାଙ୍କୁ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲ ରେ ଭର୍ତ୍ତିୀ କରାଯାଇଛି । ସୂଚନା ଅନୁସାରେ ମଣିରତ୍ନମ ହୃଦଘାତ ଜନିତ ସମସ୍ୟା ଦେଖାଦେବାରୁ ଡାକ୍ତର ଖାନା କୁ ନିଆଯାଇଛି । ଆଜକୁ ଦୀର୍ଘ ବର୍ଷ ପୂର୍ବେ ଫିଲ୍ମି ୟୁବା ର ସୁଟିଙ୍ଗ ବେଳେ ସେ ହୃଦଘାତର ଶିକାର ହୋଇ ମେଡିକାଲ ରେ ଭର୍ତ୍ତିୀ ହୋଇଥିଲେ । ତେବେ ପୁଣି ସେ ଅସୁସ୍ଥ ହେବା ଫିଲ୍ମି ଜଗତକୁ ଝଟକା ଲାଗିଛି । ସେ ଯଥା ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଫିଲ୍ମି ଜଗତ କୁ ଫେରନ୍ତୁ ବୋଲି ତା ଙ୍କ ପ୍ରଶଂସକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ