ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ସ୍ଵେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁ ର ମିଳିତ ସହଯୋଗ ରେ ବିଶ୍ଵ ସ୍ତନ୍ୟ ସପ୍ତାହ-୨୦୨୪ ପାଳିତ ହୋଇଯାଇଛି। ଡା.ପରେଶ ଚନ୍ଦ୍ର ନନ୍ଦିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନତା ସଭାରେ ଶିଶୁରୋଗ ବିଶେଷଜ୍ଞ ଡା.ମିନାକ୍ଷୀ ରାୟ ଯୋଗଦେଇ ମା କ୍ଷୀର ଶିଶୁର ରୋଗ ପ୍ରତିଷେଧକ ବଢାଇବା ସହ ମା ଓ ଶିଶୁ ସୁସ୍ଥ ରହିଥାନ୍ତି.ଅନ୍ୟମାନଙ୍କ ମଧ୍ୟରେ ଡା.ସଂଜୀବ ପ୍ରଧାନ,ଡା.ଅରୁଣ କୁ ଗିରି ଓ ରାମଣି କାନ୍ତ ଭଞ୍ଜ ପ୍ରମୁଖ ଏ ବର୍ଷର ବର୍ତ୍ତା ପ୍ରତିବନ୍ଧକ ଦୂର କରିବା ଓ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ସ୍ଵେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁ ର ମିଳିତ ସହଯୋଗ ରେ ବିଶ୍ଵ ସ୍ତନ୍ୟ ସପ୍ତାହ-୨୦୨୪ ପାଳିତ ହୋଇଯାଇଛି। ଡା.ପରେଶ ଚନ୍ଦ୍ର ନନ୍ଦିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଚେତନତା ସଭାରେ ଶିଶୁରୋଗ ବିଶେଷଜ୍ଞ ଡା.ମିନାକ୍ଷୀ ରାୟ ଯୋଗଦେଇ ମା କ୍ଷୀର ଶିଶୁର ରୋଗ ପ୍ରତିଷେଧକ ବଢାଇବା ସହ ମା ଓ ଶିଶୁ ସୁସ୍ଥ ରହିଥାନ୍ତି.ଅନ୍ୟମାନଙ୍କ ମଧ୍ୟରେ ଡା.ସଂଜୀବ ପ୍ରଧାନ,ଡା.ଅରୁଣ କୁ ଗିରି ଓ ରାମଣି କାନ୍ତ ଭଞ୍ଜ ପ୍ରମୁଖ ଏ ବର୍ଷର୍ ବାର୍ତ୍ତା ପ୍ରତିବନ୍ଧକକୁ ଦୂର କରିବା ଓ ସମସ୍ତେ ସ୍ତନ୍ୟପାନକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ଆଲୋଚନା କରିଥିଲେ.ଏହି ଅବସରରେ ଏକ ସଚେତନତା ଶୋଭଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରି ସହର ପରିକ୍ରମା କରିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ