ବିଶ୍ୱଐତିହସ୍ଥଳୀ ର ମାନ୍ୟତା ପାଇଲା ପିଙ୍କ ସିିଟ
ରାଜସ୍ଥାନ ର ରାଜଧାନୀ ଜୟପୁର କୁ ୟୁନିସ୍କୋ ବିଶ୍ୱଐତିହ୍ୟ ସଂସ୍କୃତି ସହରର ମାନ୍ୟତା ପାଇବା ସହ ଐତିହ ସ୍ଥଳୀ ରୂପେ ଘୋଷଣା କରାଯାଇଛି । ଆଜବେରୀଜାନ ର ରାଜଧାନୀ ବାକୁରେ ଜୁନ ୩୦ ରେ ଆୟୋଜିତ ୟୁନିସ୍କୋ ବିଶ୍ୱଐତିହ କମିଟି ର ୪୩ ତମ ଅଧିବେଶନରେ ଏହି ଘୋଷଣା କରାଯାଇଥିବା ସୂଚନା ମିଳିଛି । ରୁଚି ସମ୍ପନ୍ନ ଉତ୍ସାହୀ ଜୟପୁରର ଆତିଥ୍ୟ ବିଶ୍ୱ ର ସବୁ କୋଣ ଅନୁକୋଣ ରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକ୍ରୃଷ୍ଟ କରିଥାଏ । ବିଶ୍ୱଐତିହ ସ୍ଥଳୀ ର ମାନ୍ୟତା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି ।