ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ କୁ ଭେଟୁଛି ପାକିସ୍ତାନ
ଆଇସିସି ଦ୍ୱାରା ପରିଚାଳିତ ବିଶ୍ୱକପରେ ଆଜି ୫ ଥରର ଚମ୍ପିୟାନ ଅଷ୍ଟ୍ରେଲିଆ କୁ ଭେଟୁଛି ପାକିସ୍ତାନ । ଟସ ଜିତି ପାକିସ୍ତାନ ଅଷ୍ଟ୍ରେଲିଆ କୁ ବ୍ୟାଟିଂ ଆମନ୍ତ୍ରଣ କରିଛ ି ।ଅଷ୍ର୍ଟ୍ରେଲିଆ ପୂର୍ବ ମ୍ୟାଚରେ ଭାରତ ଠାରୁ ହାରିଥିବା ବେଳେ ସେହିପରି ପାକିସ୍ତାନ ୩ ଟି ମ୍ୟାଚ ରୁ ଗୋଟିଏ ବିଜୟ ସହ ଆଉ ଗୋଟିଏ ପରାଜୟ ହୋଇଛି । ପାକିସ୍ତାନ ନିଜର ପ୍ରଥମ ମ୍ୟାଚ ରେ ୱେଷ୍ଟଇଣ୍ଡିଜ ଠାରୁ ହାରିଥିଲା ବେଳେ ଇଂଲଣ୍ଡ ବିରୋଧରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା ।