ବିଶ୍ୱକପ ରେ ଆହାତ ସମସ୍ୟା ଭାରତ ପାଇଁ ଚିନ୍ତା ର କାରଣ

ଇଂଲଣ୍ଡ ଚାଲିଥିବା ଚଳିତ ବିଶ୍ୱକପର ଗୋଟିଏ ପଟେ ଗୋଟିଏ ମ୍ୟାାଚ ଜିତି ଟିମ ଇଣ୍ଡିଆ ବିଶ୍ୱ ବିଜେତା ହେବା ପାଇଁ ସ୍ୱପ୍ନ ଦେଖୁଥିବା ପରେ ଭାରତ କୁ ଲାଗିଛି ଗୋଟିଏ ପରେ ଗୋଟିଏ ଝଟକା । ଟିମ ଇଣ୍ଡିଆ ର ଓପନର ଶିଖର ଧୱନ ଆଘାତ ହୋଇ ସ୍ୱଦେଶ ଫେରିବା ପରେ ଏବେ ଟିମ ଇଣ୍ଡିଆ ର ଅଲରାଉଣ୍ଡର ବିଜୟ ଶଙ୍କର ଆଘାତ ହୋଇ ବିଶ୍ୱକପ ଦଳ ରୁ ବାଦ ପଡିଛନ୍ତି । ପୂର୍ବରୁ ଭାରତ ର ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ନିଜର ହାମ ଷ୍ଟ୍ରିଙ୍ଗ ଯୋଗୁଁ ଖେଳ ରୁ ବାଦ ପଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ