ବିଶ୍ୱକର୍ମା ମହାରଣା ମହକୁଳ ସେବା ସଂଘର ଦଶମ ସମ୍ମିଳନୀରେ
ଚିକିଟି (କୁରେଶୁ ସାହୁ): ଚିକିଟି ବ୍ଲକ ଗିରିସୋଲା ଠାକୁରାଣୀ ମନ୍ଦିର ଠାରେ ବିଶ୍ୱକର୍ମା ମହାରଣା ମହାକୁଳ ସେବା ସଂଘ ର 10ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜରଡା, ସୁରଙ୍ଗୀ, ଚିକିଟି, ହରଡ଼ଙ୍ଗ,ଖଲସା, ତରଳା,ମଞ୍ଜୁସା, ଜଳନ୍ତର ଗଡ଼, ପାରଳାଖେମୁଣ୍ଡି, ଗୁଣପୁର, ଜୟପୁର ଭଳି 11 ତାଲୁକା ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ରୂପେ ସମ୍ବାଦ ଖବରକାଗଜ ର ପରିଚାଳକ ପ୍ରମୋଦ କୁମାର ପଟ୍ଟନାୟକ ଯୋଗ ଦେଇ ସଙ୍ଗଠନ ର ସ୍ୱଚ୍ଛତା ଓ ମୌଳିକ ପରମ୍ପରା କୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।ସମ୍ମାନୀୟ ଅତିଥି ରୂପେ ରାଜେନ୍ଦ୍ର ପ୍ରସାଦ ମହାରଣା ଯୋଗ ଦେଇ ସଂଘ କୁ ଦିଗଦର୍ଶନ ଦେବା ସହ କୂଳଶ୍ରୀ ସମ୍ମାନ ପତ୍ର ବଣ୍ଟନ କରିଥିଲେ।ଗଦାଧର ମହାରଣା ଙ୍କ ସଭାପତିତ୍ୱ ରେ 11 ତାଲୁକା ସଭାପତି କାଳିଦାସ ମହାରଣା ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ସାହେବ ମହାରଣା।କାର୍ଯ୍ୟକ୍ରମ ରେ ରାମ ମହାରଣା, ବୃନ୍ଦାବନ ମହାରଣା, ମୋହନ ମହାରଣା, କୃଷ୍ଣ ମହାରଣା, ଜଳନ୍ଧର ମହାରଣା, ଆନନ୍ଦ ମହାରଣା, ଶଙ୍କର ମହାରଣା, ସୁଦର୍ଶନ ମହାରଣା,ଜୁର ମହାରଣା,କୈବଲ୍ୟ ମହାରଣା, ଅଶୋକ ମହାରଣା, ମନ୍ମଥ ମହାରଣା, ସନ୍ତୋଷ ମହାରଣା, ଜୁର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଚିକିଟି ବ୍ଲକ ଗିରିସୋଲା ଠାକୁରାଣୀ ମନ୍ଦିର ଠାରେ ବିଶ୍ୱକର୍ମା ମହାରଣା ମହାକୁଳ ସେବା ସଂଘ ର 10ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଜରଡା, ସୁରଙ୍ଗୀ, ଚିକିଟି, ହରଡ଼ଙ୍ଗ,ଖଲସା, ତରଳା,ମଞ୍ଜୁସା, ଜଳନ୍ତର ଗଡ଼, ପାରଳାଖେମୁଣ୍ଡି, ଗୁଣପୁର, ଜୟପୁର ଭଳି 11 ତାଲୁକା ର ସମସ୍ତ ସଭ୍ୟ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ରୂପେ ସମ୍ବାଦ ଖବରକାଗଜ ର ପରିଚାଳକ ପ୍ରମୋଦ କୁମାର ପଟ୍ଟନାୟକ ଯୋଗ ଦେଇ ସଙ୍ଗଠନ ର ସ୍ୱଚ୍ଛତା ଓ ମୌଳିକ ପରମ୍ପରା କୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।ସମ୍ମାନୀୟ ଅତିଥି ରୂପେ ରାଜେନ୍ଦ୍ର ପ୍ରସାଦ ମହାରଣା ଯୋଗ ଦେଇ ସଂଘ କୁ ଦିଗଦର୍ଶନ ଦେବା ସହ କୂଳଶ୍ରୀ ସମ୍ମାନ ପତ୍ର ବଣ୍ଟନ କରିଥିଲେ।ଗଦାଧର ମହାରଣା ଙ୍କ ସଭାପତିତ୍ୱ ରେ 11 ତାଲୁକା ସଭାପତି କାଳିଦାସ ମହାରଣା ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ସାହେବ ମହାରଣା।କାର୍ଯ୍ୟକ୍ରମ ରେ ରାମ ମହାରଣା, ବୃନ୍ଦାବନ ମହାରଣା, ମୋହନ ମହାରଣା, କୃଷ୍ଣ ମହାରଣା, ଜଳନ୍ଧର ମହାରଣା, ଆନନ୍ଦ ମହାରଣା, ଶଙ୍କର ମହାରଣା, ସୁଦର୍ଶନ ମହାରଣା,ଜୁର ମହାରଣା,କୈବଲ୍ୟ ମହାରଣା, ଅଶୋକ ମହାରଣା, ମନ୍ମଥ ମହାରଣା, ସନ୍ତୋଷ ମହାରଣା, ଜୁର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


