ବିଶ୍ୱ ଐ୍ୟତିହ୍ୟ ସପ୍ତାହ ସମାରୋହ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଶୁକ୍ରବାର କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ବିଶ୍ୱ ଐ୍ୟତିହ୍ୟ ସପ୍ତାହ ସମାରୋହ ଅନୁଷ୍ଟିତ ହୋଇଯାଇଛି । ଏଏସଆଇ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ,ଏଏସଆଇ ନିର୍ଦେଶକ ବସନ୍ତ ସ୍ୱର୍ଣକର,ଆଇଆଇଟି ମାଡ୍ରାସ ପ୍ରଫେସର ଅରୁଣ ମେନନ,ଅଧିକ୍ଷଣ ପ୍ରତ୍ନତତ୍ୱବିଦ ଅରୁଣ ମଲିକ ଯୋଗଦେଇ ଐ୍ୟତିହ୍ୟ ସୁରକ୍ଷା ଦାୟିତ୍ୱ ଆମ ସମସ୍ତଙ୍କର ରହିଛି । ସ୍ତାନୀୟ ଅଂଚଳବାସୀ, ପର୍ଯ୍ୟଟକ,ଛାତ୍ରଛାତ୍ରୀ ଏହି ଐ୍ୟତିହ୍ୟ ଫଟୋ ପ୍ରଦର୍ଶନୀକୁ ପରିଦର୍ଶନ କରି ଆମ କଳା,ସଂସ୍କୃତି ଓ ପରମ୍ପରା ସଂପର୍କରେ ଜାଣିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜିତ ଫଟୋ ପ୍ରଦର୍ଶନୀରେ ଭାରତର ବିଭିନ୍ନ ଐ୍ୟତିହ୍ୟ ସ୍ତଳର ଫଟୋ ସ୍ତାନ ପାଇଛି । ଜବାହାର ନବୋଦୟ ବିଦ୍ୟାଳୟ, ଭେଙ୍କଟେଶ୍ୱର ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ,ଦାମୋଦର ବାଳିକା ବିଦ୍ୟାଳୟ,ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ଏହି ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ । କୁଜଜ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଇଥିଲା । ଏହି ଅବସରରେ ସୂର୍ଯ୍ୟମନ୍ଦିରକୁ ଗୋଟିଏ ଦିନ ପାଇଁ ପ୍ରବେଶ ଶୁଳ୍କ ଛାଡ,୭ଦିନ ଧରି ଐ୍ୟତିହ୍ୟ ଫଟୋ ପ୍ରଦର୍ଶନୀ ଓ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଥି


