ବିଶ୍ୱ ଦେଖିବ ଭାରତବାସୀଙ୍କ ସାମର୍ଥ୍ୟ
ନୂଆଦିଲ୍ଲୀ : ୩୭୦ ଧାରା ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଗୁରୁବାର ସଂନ୍ଧ୍ୟା ୮ ଟା ସମୟରେ ଦେଶବାସୀଙ୍କ ଉଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି । ଉଦବୋଧନ ପୂର୍ବରୁ ମୋଦି ସରକାର ଜାମ୍ମୁ କାଶ୍ମୀର ,ଲଦାଖ,ଦେଶର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ପରେ ପୁରାଦେଶ ଏକ େଏ÷ତିହାସିକ ନିଷ୍ପତ୍ତି । କେନ୍ଦ୍ରଶାସିତ ଅଂଚଳ ପରେ ସର୍ଦ୍ଦା ବଲ୍ଲଭ ଭାଇ ପଟେଲ ,ବାବା ସାହେବ ଆମ୍ବେଦକର.ଶ୍ୟାମା ପ୍ରସାଦ ମୁଖାର୍ଜୀ,ସ୍ୱପ୍ନ ପୂରଣ ହୋଇଛି । ପାକ୍ ସେନା ଓ ଆତଙ୍କବାଦୀ ଆକ୍ରମଣରେ ଲଦାଖ ଜାମ୍ମୁ କାଶ୍ମୀର ୪୨ ହଜାର ନିରିହ ଲୋକଙ୍କ ମୃତ୍ୟୁ ହୋଇଥିବା ସେ କହିଥିଲେ । ୩୭୦ ଧାରା ଉଠିବା ପରେ କିଛି ସମୟ ପାଇଁ କେନ୍ଦ୍ର ଶାସିତ ଅଂଚଳ ଭାବେ ରଖାଯାଇଛି ।ରାଜ୍ୟପାଳ ଶାସନ ପରେ ସୁଶାସନ ଆସିଛି । ପୂର୍ବରୁ ଏହି ମାନେ ନିର୍ବାଚନ ଓ ବିଧାନସଭା ଭୋଟ ଦେବେ । ନିଜର ନାଗରିକତ୍ୱ ଦେବେ । ପୂର୍ବରୁ ଶିକ୍ଷା ,ଜମି ବାଡି କ୍ରୟ ଓ ବିକ୍ରୟ କରିପାରୁନଥିବା ବେଳେ ବର୍ତ୍ତମାନ ସମସ୍ତେ ଜାଗା କିଣିପାରିବେ । ଏହା ସହିତ ସେହି ସ୍ଥାନରେ ଅମୁଲ୍ୟ ଜିନିଷ ସବୁୁ ବାହାର ଦେଶକୁ ରପ୍ତାନୀ କରି ବିଶ୍ୱ ରେ ପରିଚିତ ହୋଇପାରିବ । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନ ମାନଙ୍କୁ ସ୍ମରଣ କରି କହିଥିଲେ ଯେ ଆମେ ସମସ୍ତେ ମିଳିମିଶି ସ୍ୱପ୍ନ ପୂରଣ କରିବା ପାଇଁ ଜାମ୍ମୁ କାଶ୍ମୀର ଓ ଲଦାଖର ଭାଇଭଉଣୀକୁ ସାରା ବିଶ୍ୱକୁ ଦେଖାଇଦେବା ଆମ ଭାରତବାସୀଙ୍କ ମଧ୍ୟରେ କେତେ ସାମର୍ଥ୍ୟ ଅଛିି ।


