ବିଶ୍ୱ ପ୍ରସିଦ୍ଧ ଦୋଳଯାତ୍ରା ଅନୁଷ୍ଠିତ
କୁଲାଡ଼:ଭଞ୍ଜନଗର ବ୍ଲକ ନିକଟସ୍ଥ କୁଲାଡ଼ ଗ୍ରାମର ଦୋଳଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି,ଏହି ଯାତ୍ରା କେଉଁ ଆଦିମ
ଯୁଗରୁ ଚାଲି ଆସିଛି ଏହି ଯାତ୍ରା କନ୍ଧ ସଂପ୍ରଦାୟର ଲୋକମାନଙ୍କ ର ପ୍ରସିଦ୍ଧ ପର୍ବ ବୋଲି ଧରିନିଆଯାଇଥଏ,ଆଖପାଖ ରୁ ବହୁତ କନ୍ଧ ସଂପ୍ରଦାୟର ବ୍ୟକ୍ତି ଏ ଯାତ୍ରାରେ ଯୋଗ ଦେଇଥାନ୍ତି ଏହି ଯାତ୍ରା କୁ ଆୟୋଜନ କରୁଥିଲେ କାଳକ୍ରମେ
ରାଜବଂଶ ଲୋପ ହେବାଫଳରେ ବର୍ତ୍ତମାନ ପ୍ରସାଶନ ଏହି ଯାତ୍ରା କୁ ଆୟୋଜନ କରିଆସୁଅଛି