ବିଶ୍ୱ ମଧୁମେହ ଦିବସ ପାଳିତ
ଜଗତସିଂହପୁର,(ଅନୁସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଗତସିଂହପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡା ବିଜୟା ପଣ୍ଡା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଆଗାମୀ ୧୮ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବାସୀଙ୍କୁ ସଚେତନତା କରାଇବ ବୋଲିସୂଚନା ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଆଶା କର୍ମଚାରୀ ଓ ଏ.ଏନ୍.ଏନ୍.ଏମ୍ ଏହି କ୍ରମରେ ଯୋଗ ଦେଇଥି