ବିହାର ଝାଡଖଣ୍ଡରେ ମୃଦୁ ଭୁକମ୍ପ
ଝାଡଖଣ୍ଡ ଓ ବିହାର ରେ ରବିବାର ଅପରାହ୍ନରେ ମୃଦୁ ଭୁକମ୍ପ ଅନୁଭୁତ ହୋଇଛି । ଲୋକମାନେ ନିଜର ସୁରକ୍ଷା ପାଇଁ ଖୋଲା ପଡିଆକୁ ଆସିଥିଲେ । ମିଳିଥିବା ସୁଚନା ଅନୁଯାୟୀ ବିହାରର ବାଙ୍କି ଜିଲ୍ଲାରେ ୨ ରୁ ୩ ମିନିଟ ଭୁକମ୍ପ ଅନୁଭୁତ ହୋଇଥିଲା । ଏହା ସହ ନିକୋବର ଦ୍ୱୀପପୁଞ୍ଜରେ ରବିବାର ସକାଳ ୭.୪୯ ରେ ଭୁକମ୍ପ ଅନୁଭୁତ ହୋଇଥିଲା । ଏହାର ତିବ୍ରତା ରିଚ୍ର ସ୍କେଲରେ ୪. ୫ ଥିଲା ।


