ଓଡିଆ ପୁଅ ପ୍ରଣବ କୁମାର ଦାସ ହେଲେ ଡବ୍ଲୁସିଓର ନିର୍ଦ୍ଦେଶକ

ବିିଶ୍ୱସ୍ତରରେ କମାଲ କଲେ ଆଉ ଜଣେ ଓଡିଆ ପୁଅ
ବିିଶ୍ୱସ୍ତରରେ କମାଲ କଲେ ଆଉ ଜଣେ ଓଡିଆ ପୁଅ

(ଯୁଗାବ୍ଦ ନ୍ୟୁଜ) ବିଶ୍ୱ ସୀମା ଶୁଳ୍କ ସଂଗଠନର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହେଲେ ଓଡିଆ ଆଇ.ଆର.ଏସ ପ୍ରଣବ କୁମାର ଦାସ । ସେ ପ୍ରଥମ ଓଡିଆ ଭାବେ ଡବ୍ଲୁସିଓର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଛନ୍ତି । ଏପର୍ଯ୍ୟନ୍ତ ଏହି ପଦବୀ ପାଇଁ ତିନିଜଣ ଭାରତୀୟ ପାର୍ଥୀପତ୍ର ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଭାରତୀୟ ନିର୍ବାଚିତ ହୋଇନଥିଲେ । ଚଳିତ ଥର ୟୁକେର ପାର୍ଥୀ ୬୮ଟି ଭୋଟ ପାଇଥିବାବେଳେ ପ୍ରଣବ ୧୦୮ଟି ଭୋଟ ପାଇ ବିଜୟଲାଭ କରିଛନ୍ତି । ସୁଚନାଯୋଗ୍ୟ, । ଗତ ଜାନୁୟାରୀ ମାସଠାରୁ ପ୍ରଣବ କେନ୍ଦ୍ର ଅପ୍ରତ୍ୟକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଭାବେ କାର‌୍ୟ୍ୟରତ ଅଛନ୍ତି । ଶ୍ରୀ ଦାସ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ଅର୍ଥନୀତିରେ ଗ୍ରାଜୁଏଟ ହୋଇଥିବା ବେଳେ ଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ୟୁନିଭର୍ସିଟିରୁ ପିଜି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ