ବି.ଇ.ଡି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ

ଆସନ୍ତାକାଲି ହେବାକୁ ଥିବା ପ୍ରଥମ ବର୍ଷ ପରୀକ୍ଷା ବାତିଲ କରାଯାଇଛି । ରାଜ୍ୟରେ ଅପରାଧ ,ନାରୀ ନିର୍ଯ୍ୟାତନା ,ଦୁଷ୍କର୍ମ ବଢିଚାଲି ଥିବାରୁ ଆସନ୍ତାକାଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ବନ୍ଦ ଡାକରା  କଥା କହିଛି । କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କାରଣରୁ ପରୀକ୍ଷା ବାତିଲ କରାଯାଇଛି । ଖୁବ ଶିଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କର୍ତ୍ତୁପକ୍ଷ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ