ବି.ଜେ.ଡି ତରଫରୁ ସରପଞ୍ଚ ଓ ସମିତିସଭ୍ୟ ଙ୍କ ପାର୍ଥୀ ପତ୍ର ଦାଖଲ
ଧାମନଗର (ସନ୍ତୋଷ କୁମାର ପ୍ରଧାନ) :-ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ବ୍ଳକ ଗଢିଆଳି ଗ୍ରାମ ପଞ୍ଚାୟତ ରେ ଆଜି ବିଜୁ ଜନତା ଦଳର ସରପଞ୍ଚ ପାର୍ଥୀ ତାରାକାନ୍ତ ମିଶ୍ରଙ୍କ ନାମାଙ୍କନ ପତ୍ର ଦାଖଲ ଓ ସମିତି ସଭ୍ୟ ହରେକୃଷ୍ଣ ପାଢ଼ୀଙ୍କର ନାମାଙ୍କନ ପତ୍ର ଦାଖଲ କୁନେଇ ଗଢିଆଳି ଗ୍ରାମ ପଞ୍ଚାୟତ ରେ ଏକ ଖୁସିର ମହଲ ଦେଖିବାକୁ ମିଳିଛି ଯାହାକି ପୂର୍ବତନ ସମିତି ସଭ୍ୟ ବା ବିଯୁଜନତା ଦଳର ସାଧାରଣ ସମ୍ପାଦକ ହରେକୃଷ୍ଣ ପାଢ଼ୀ ଓ ସାଂସଦ ଙ୍କ ନିକଟତମ ଚେହେରା ଜାହାକି ଆଜି ପ୍ରତିଶୃତି ଦେଇଛନ୍ତି I ଗଢିଆଳି ଗ୍ରାମ ପଞ୍ଚାୟତ ରେ କିଭଳି ପୂର୍ବ କାମ ଠାରୁ ଆହୁରି ଉର୍ନତି ଧରଣର କାର୍ଯ୍ୟ କରିହେବ ତାହା ସେ ପ୍ରତିଶୃତି ଦେଇଛନ୍ତି I ଗ୍ରାମବାସୀଙ୍କୁ. ପୂର୍ବତନ ସରପଞ୍ଚ ପ୍ରାଥୀ ଶ୍ରୀମତୀ ସୁକାନ୍ତି ମିଶ୍ର ଙ୍କ କହିବା ଅନୁଯାଇ ଆଜି ଯେତିକି ଉର୍ନତି ଏ ପଞ୍ଚାୟତ ହୋଇଛି ତାହାଠାରୁ ଆହୁରି ଅଧିକ କାର୍ଯ୍ୟ ହେବ ଏହି ପ୍ରତିସୃତି ଦେଇଛନ୍ତି ।