ବି-ଟାଉନ ରେ ବାଜିବ ଶାହାନାଇ
(ଯୁଗାବ୍ଦ ନ୍ୟୁଜ)ଆସିକ ୨ ରେ ବଲିିଉଡ ରେ ଡେବ୍ୟୁ କରିଥିବା ଲାଡଲି ଶ୍ରଦ୍ଧା କପୁର ଙ୍କ ଶାହାନାଇ ବାଜିବାକୁ ଯାଉଛି । ଏ ନେଇ ବି ଟାଉନ ରେ ପ୍ରବଳ ଚର୍ଚ୍ଚା । ଦୀର୍ଘ ଦିନ ର ବନ୍ଧୁ ତଥା ପ୍ରସିଦ୍ଧ ଫୋଟଗ୍ରାଫର ରୋହନ ଶ୍ରେଷ୍ଠ ଙ୍କୁ ନିଜର ଜୀବନ ସାଥୀ ବାଛିବାକୁ ଯାଉଛନ୍ତି । ଏହି ଦୁହେଁ ଙ୍କୁ ରେଷ୍ଟଟାୟ୍ୟୁ ରାଣ୍ଟ ରୁ ଆରମ୍ଭ କରି ବିଭିନ୍ନ ପାର୍ଟି ଫଙ୍କସନ ରେ ଦେଖିବାକୁ ମିଳୁଥିଲା । ଖୁବ ଶ୍ରୀଘ୍ର ଉଭୟ ଉଭୟ ଙଅକୁ ବରଣ ମାଳା ପିନ୍ଧାଇବାକୁ ଯାଉଛନ୍ତି ଏ ନେଇ ପ୍ରସ୍ତୁତି ଜୋର ସୋର ରେ ଥିବା ତାଙ୍କ ନିକଟତମ ବନ୍ଧୁ ମାନେ ସୂଚନା ଦେଇଛନ୍ତି ।