ଗଞ୍ଜାମ ବୁଗୁଡ଼ା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ 24/11/2020 YWPSENU9 0 Comments ବୁଗୁଡ଼ା ଶ୍ରୀ ଲକ୍ଷ୍ମୀ ଜୁଏଲର୍ସରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ବୁଗୁଡ଼ା,(ଅନିଲ କୁମାର ମହାରଣା): ଶ୍ରୀ ଲକ୍ଷ୍ମୀ ଜୁଏଲର୍ସରେ ସଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ରାତ୍ର ପ୍ରାୟ ୧୧ ଟା ସମୟରେ ଅଗ୍ନିକାଣ୍ଡ ଘଟିଛି | ଲିଚୁ ମାଳରୁ ସଟ ସର୍କିଟ ଯୋଗୁ ଉପର ମହଲା ଫାଇବର ରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି | ବୁଗୁଡ଼ା ଦମକଳ ବାହିନୀ ନିଆଁ କୁ ଆୟତ କରିଛନ୍ତି | କ୍ଷୟ କ୍ଷତି ଏପର୍ଯ୍ୟନ୍ତ ଜଣାପଡିନାହିଁ | Spread the love