ବୁଗୁଡା ବନ ବିଭାଗ ଦ୍ଵାରା ବରାହ ଓ କୁଟୁରା ମାଂସ ସହ ଟିଭିଏସ ଏକ୍ସଲ ଜବତ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ସେକ୍ସନର ସଙ୍କୁରୁ ଗ୍ରାମର ସ୍କୁଲ ନିକଟରୁ ବରାହ ଓ କୁଟୁରା ମାଂସ , ଛାଲ ଓ ଓଡ଼ି ୩୨ ବି ୩୮୨୪ ଟିଭିଏସ ଏକ୍ସଲ ଗାଡି ବୁଗୁଡା ବନ ବିଭାଗ ଦ୍ଵାରା ଜବତ ହୋଇଥିବା ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ପ୍ରକାଶ କରିଛନ୍ତି । ଜଣେ ବନ୍ୟଜନ୍ତୁ ଶିକାରୀ ଟିଭିଏସ ଏକ୍ସଲ ଗାଡ଼ିରେ ବନ୍ୟଜନ୍ତୁ ମାଂସ ଧରି ଯାଉଥିବା ଖବର ପାଇ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ବନାଞ୍ଚଳ ଅଧିକାରୀ ଦୁଃଶାସନ ନାୟକଙ୍କ ନେତୃତ୍ୱରେ ବନରକ୍ଷୀ ଧବଳେଶ୍ୱର ପ୍ରଧାନ ଓ ହେମନ୍ତ କୁମାର ପ୍ରଧାନ ଗାଡିର ପିଛା କରିଥିଲେ। ବନ ବିଭାଗ କର୍ମଚାରୀ ଆସୁଥିବା ଜାଣିପାରି ଶିକାରୀ ଜଣକ ମାଂସ,ଛାଲ ସହ ଗାଡିକୁ ସଙ୍କୁରୁ ସ୍କୁଲ ନିକଟରେ ଛାଡ଼ିଦେଇ ଦୌଡ଼ି ପଳାଇଥିଲା । ମାଂସ,ଛାଲ ଓ ଗାଡିକୁ ଜବତ କରିବା ସହ ମାଂସକୁ ବ୍ୟବଚ୍ଛେଦ ପାଇଁ ପ୍ରାଣୀଧନ ବିଭାଗ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ