ବୁଗୁଡା ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ କର୍ମକର୍ତ୍ତା ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି। ବୁଗୁଡା ବାର ଆସୋସିଏସନର ସଭାପତି ଭାବେ ହରପ୍ରସାଦ ଦାଶ, ଉପସଭାପତି ଭାବେ ଅନିଲ ପଟ୍ଟନାୟକ, ସମ୍ପାଦକ ଭାବେ ଅମର କୁମାର ପଟ୍ଟନାୟକ, ସହ-ସମ୍ପାଦକ ଭାବେ ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ କାହ୍ନୁ ଚରଣ ସାହୁ,ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସୁଶାନ୍ତ କୁମାର ସେଠୀ, ସରୋଜ କୁମାର ଦାଶ ଓ ପ୍ରକାଶ ଚନ୍ଦ୍ର ଭୂୟାଁ ନିର୍ବାଚିତ ହୋଇଥିବା ବେଳେ ଶପଥ ପାଠ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ