ବୁଧବାର ପ୍ରାର୍ଥୀ ପତ୍ର ଦାଖଲ କରିବେ ନବୀନ

ନବୀନ ନିର୍ବାଚନରେ ପ୍ରାର୍ଥୀ ଭାବେ ପଶ୍ଚିମ ଓଡିଶା ନା ହିଞ୍ଜିଳିକାଟୁରୁ ଲଢିବେ ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଥିଲା । କିନ୍ତୁ ରାଜନୈତିକ ସ୍ଥରରେ ପୂର୍ଣ୍ଣଛେଦପକାଇଛନ୍ତି ।ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ବିଧାନସଭା ଆସନ ପାଇଁ ଆସନ୍ତା ବୁଧବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ