ଗଞ୍ଜାମ ବୃଦ୍ଧଙ୍କ ଆତ୍ମହତ୍ୟା ଅଭିଯୋଗ 10/07/201910/07/2019 admin 0 Comments ବୃଦ୍ଧଙ୍କ ଆତ୍ମହତ୍ୟା ଅଭିଯୋଗ ବ୍ରହ୍ମପୁର, (ଯୁଗାବ୍ଦ ନ୍ରୁଜ୍) : ବ୍ରହ୍ମପୁର ସହରର ଗେଟ୍ ବଜାର ବିଲ ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବୃଦ୍ଧ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ବୃଦ୍ଧଙ୍କର ନାମ ବି . ଲକ୍ଷ୍ମଣ ରାଓ ବୋଲି ଜଣାପଡିଛି । Spread the love