ବୃଦ୍ଧାଙ୍କ ଉପରେ ମାଡ଼ିଗଲା ଟ୍ରକ୍
ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା):ରାତି ୯ଟା ସମୟରେ ବାରିପଦା ସହର ଉପକଣ୍ଠ ଜାତୀୟ ରାଜପଥ ନଂ ୧୮ର ଅସନଯୋଡ଼ା ଛକଠାରେ ଜଣେ ବୃଦ୍ଧାଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଯିବା ସହିତ କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। କୁଳିଅଣା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋ ହୋଇଥିଲା I ବୃଦ୍ଧା ଜଣକ ରାସ୍ତା ପାର ହେବା ଟ୍ରକ୍ଟି ତାଙ୍କୁ ଧକ୍କା ନିମନ୍ତେ ଅ ଅପେକ୍ଷା କରିଥିବା ବେଳେ ଟ୍ର ଦଇଥିଲା I ଖବର ଲେଖା ଯିବା ଖା ଯିବା ପର୍ଯ୍ୟନ୍ତ ମୃତ ବୃଦ୍ଧଙ୍କ ପରିଚୟ ମିଳିପାରି ପାରି ନାହିଁ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନି ନ ନିମନ୍ତେ ପିଆରଏମ ଆର୍ଏମ୍ ହସ୍ପିଟାଲକୁ ପଠାଇଛି।