ବୃନ୍ଦାବନ ନାଇକ ଇଂଲିସ ମିଡିୟମ୍ ସ୍କୁଲର ୧୩ ତମ ବାର୍ଷିିିକତ୍ସବ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ହିଞ୍ଜିଳିକାଟୁ ଠାରେ ଏସ୍‌ଏମ୍‌୍ଆଇଟି ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ସ୍ଥାପିତ ହୋଇଥିବା ବୃନ୍ଦାବନ ନାଇକ ଇଂଲିସ୍ ମିଡିୟମ୍ ସ୍କୁଲ ପିରସରରେ ଶୁକ୍ରବାର ଅନୁଷ୍ଠାନର ସଭାପତି ଡକ୍ଟର ଭଗବାନ ଗନ୍ତାୟତଙ୍କ ଅଧକ୍ଷତାରେ ୧୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଡକ୍ଟର ଗନ୍ତାୟତ ଦୀପ ପ୍ରଜ୍ୱଳନ କରିଥିବା ବେଳେ ପ୍ରତିଷ୍ଠାତା ନାଇକଙ୍କ ଗୁଣଗାନ କରିବା ସହ ତାଙ୍କର ସ୍ୱପ୍ନକୁ ପୁରଣ ସାକାର କରିବା ନିମନ୍ତେ ୨୦୦୭ ମସିହାରେ ନିର୍ମିତ ଇଂଲିସ ମିଡିୟମ୍ ନିର୍ମିତ କରାଯାଇଥିଲା । ଏଥିସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ଶ୍ରୀ ଗୋପିନାଥ କଅଁର ,ଓ ମୁଖ୍ୟବକ୍ତା ଭାବରେ ସ୍ଥାନୀୟ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏଥିସହ ଅନୁଷ୍ଠାନର ସଂପାଦକ ଜାମୁଲା ଶଙ୍କର ନାରାୟଣ,ଯୁୂଗ୍ମ ସଂପାଦକ ପ୍ରମୋଦ ପଣ୍ଡା ,ଉପସ୍ଥିିତ ରହିଥିବା ବେଳେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯକ୍ରମକୁ ପରିଚାଳନା କରିଥିଲେ । ଶେଷରେ କୁନି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ