ବୃହତ ଉଠାଜଳସେଚନ ପ୍ରକଳ୍ପକୁ  ନେଇ ଚାଷୀ ସମାବେଶ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଡୁଭାଙ୍ଗି ଗ୍ରାମରେ ବୃହତ ଉଠାଜଳସେଚନ ପ୍ରକଳ୍ପକୁ ନେଇ କାଶିନଗର ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରୁ ଆସିଥିବା ଚାଷୀ ମାନଙ୍କୁ ନେଇ ଏକ ବିରାଟ ସଭାର ଆୟଜନ ହୋଇଥିଲା । ଏହି ଅବସରରେ ବରିଷ୍ଟ ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ, ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲ୍ଲା ସାୟମ୍ମା, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ୍. ବୀରାରାଜୁ, ବରିଷ୍ଟ ନେତା, ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଳ, ଜୋନ ନୋ -୬ ଜିଲ୍ଲାପରିଷଦ ପ୍ରାର୍ଥୀ ଏସ .ବାଲାରାଜୁ  ଏସ୍. ଗଜପତି ରାଓ ଓ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ