ବେଲକୁଣ୍ଠାରେ ସଡକ ଦୁର୍ଘଟଣା , ଯୁବକ ଆହାତ

ଭଞ୍ଜନଗର (ଯୁଗାବ୍ଦ ନ୍ୟୁଜ)ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବିଶ୍ୱକର୍ମା ଆଇ. ଟି. ଆଇ ସ୍କୁଲ ପାଖରେ ଏକ ଅଟୋ ଦୁର୍ଘଟଣା ଘଟି ଜଣେ ଗୁରତର, ଆଜି ସରପୋଲି ଗାଁ ର କାମରାଜ ନାୟକ ଙ୍କ ପୁଅ ମିଥୁନ ନାୟକ, ବୟସ ୨୫, ଆଇ ଟି ଆଇ ସ୍କୁଲ ପାଖରେ ଠିଆ ହୋଇଥିବା ସମୟ ରେ ଏକ ଅଟୋ ତାଙ୍କ ଶରୀର ର ଡାହାଣ ପଟ ଗୋଡ଼, ଛାତି, ଓ କାନ୍ଧ ଉପରଦେଇ ଚଡିଯିବା ଦ୍ୱାରା ସେ ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା, ଡାକ୍ତର ତାଙ୍କର ଚିକିତ୍ସା କରିବାପରେ ସେ ଅଧିକ ଗୁରୁତର ହୋଇପଡିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ