ବୈତରଣୀ ନଦୀର ବଞ୍ଚୋ ଘାଟରୁ ବହୁ ପରିମାଣର ନାଗ ମୂର୍ତ୍ତୀ ଉଦ୍ଧାର

ହାଟଡିହି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀର ବଞ୍ଚୋ ଘାଟରୁ ବହୁ ପରିମାଣର ନାଗ ମୂର୍ତ୍ତୀ ଉଦ୍ଧାର ହୋଇଛି। ଆଜି ପଞ୍ଚୂପଲ୍ଲି ଗ୍ରାମର କିଛି ଧୀବର ମାଛ ଧରୁଥିବା ବେଳେ ଏହି ନାଗ ମୂର୍ତ୍ତି ଗୁଡ଼ିକ ଉଦ୍ଧାର କରିଛନ୍ତି। ନାଗ ମୂର୍ତ୍ତୀ ଗୁଡ଼ିକ ପିତଳ ଓ ତମ୍ବାରେ ତିଆରି ଥିବା ବେଳେ ଅନେକ ବଡ ଓ ଛୋଟ ମୂର୍ତ୍ତୀ ସବୁ ଅଛି। ସେହିପରି ଗୋଟେ ତ୍ରିଶୂଳ ଓ ଗୋଟିଏ ଶିବ ଲିଙ୍ଗ ମଧ୍ୟ ଉଦ୍ଧାର ହୋଇଛି। ବଞ୍ଚୋ ଗ୍ରାମର ମନୋରଞ୍ଜନ ବରାଳ ଓ ଓମ୍ ପ୍ରକାଶ ବରାଳ ପ୍ରମୁଖ ଧୀବର ମାନଙ୍କୁ ନଗମୁର୍ତ୍ତି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ