ବୋଇତ ବନ୍ଦାଣ ପାଇଁ ଚଳଚଞ୍ଚଳ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥିଲାଗି ଗାଁ ଠାରୁ ସହର ବେଶ ଚଳଚଞ୍ଚଳ । ସାଧବ ପୁଅ ମାନଙ୍କର ବାଣିଜ୍ୟ କରିବା ନିମନ୍ତେ ସାମୁଦ୍ରିକ ପଥ ଦେଇ ଦୁରଦୁରାନ୍ତର ପୂର୍ବରୁ ପ୍ରଥା ଜାରି ରହିଥିବା ବେଳେ ଭାରତୀୟ ସଂସ୍କୃତି ଓ ପଂରମ୍ପରାକୁ ବଜାୟ ରଖିବା ନିମନ୍ତେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଆନନ୍ଦଉଲ୍ଲାସର ସହ ନୟାଗଡ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି ।  ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମହିଳା ମାନେ ବିଭିନ୍ନ ପୋଖରୀ ଗାଡିଆ ଆଦିରେ ବୋଇତ ବନ୍ଦାଣ କରିଛନ୍ତି । ଏଥିଲାଗି ସକାଳୁ ସକାଳୁ ପୋଖରି ଆଦି ନିକଟରେ ଗହଳି ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ