ବୋମିଖାଲରୁ ଆସି ଚାରିଜଣ ହୋମ୍ କ୍ୱାରେଣ୍ଟାଇନ୍ ରେ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ସାରା ବିଶ୍ୱ କରୋନା କବଳିତ ହୋଇଥିବାବେଳେ ଓଡ଼ିଶାରେ ଗୋଟିଏ ଦିନରେ ୧୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଯାଇଛି ।ବେଲଗୁଣ୍ଠା ସହରକୁ ଭୁବନେଶ୍ୱର ବୋମିଖାଲ୍ ଅଞ୍ଚଳରୁ ୪ଜଣ ଆସିଥିବା ଖବର ପାଇ ପ୍ରଶାସନିକ ସ୍ତରରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ତହସିଲଦାର ସରୋଜ କୁମାର ବେହେରା ଚିହ୍ନଟ କରି ପ୍ରଶାସନିକ ନିର୍ଦ୍ଦେଶ ଦେବା ପରେ ୧୦୪ ରେ ଫୋନ୍ କରି ସେମାନେ ପଞ୍ଜିକରଣ କରିଛନ୍ତି ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିବା ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି ଏବଂ ୟାକୁ ନେଇ ବେଲଗୁଣ୍ଠା ବାସୀ ଭୟବୀତ ହେବା ଦରକାର ନାହିଁ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ