ବ୍ରଜ୍ରଘାତରେ ୧ ମୃତ

କଳାହାଣ୍ଡି (ଯୁଗାବ୍ଦ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ଆଜି କାଳବୈଶାଖି ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହ ପ୍ରବଳ ଝଡତୋଫାନ ଯୋଗୁଁ ଉଛୁଲା ପଞ୍ଚାୟତ ଖଇରଭାଡି ର ବଳଭଦ୍ର ରାଉତ (୫୦) ର ଜଣେ ବ୍ୟକ୍ତି ର ମୃତ୍ୟୁ ବଜ୍ରାଘାତରେ ହୋଇଥିବା ଜଣାପଡିଛି।ଗଛ ଗୁଡାକ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ଯୋଗୁଁ ଶମସ୍ତ ଯାନ ବାହାନ ଯିବାରେ ଅସୁବିଧା ହୋଇଥିଲା ଯାତ୍ରୀମାନେ ଅନେକ୍ ଅ ସୁବିଧା ଗସ୍ତ ହୋଇଥିଲେ ଉକ୍ତ ରାଜ ରାସ୍ତାରେ କୋକ୍ ସରା ଏବଂ ଜୟପାଟନା ଦମକଲ ବାହିନୀ ପହଞ୍ଚି ରାସ୍ତାରେ ପଡିଥିବା ଗଛ ଗୁଡାକ ହଟାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ