ବ୍ରହ୍ମପୁରର ଏକ୍ସେଟିକ୍ ସାଇନେଜ୍ ସଂସ୍ଥା ପକ୍ଷରୁ ୧ଲକ୍ଷ ଟଙ୍କାର ମାସ୍କ ପ୍ରଦାନ

ଛତ୍ରପୁର:କରୋନା ସଂକ୍ରମଣର ମୁକାବିଲା ନେଇ କାର୍ଯ୍ୟ କରୁଥିବା ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀମାନଙ୍କ ସୁରକ୍ଷା ନିମନ୍ତେ ବ୍ରହ୍ମପୁରର ଏକ୍ସେଟିକ୍ ସାଇନେଜ୍ ପକ୍ଷରୁ ୧ଲକ୍ଷ ଟଙ୍କାର ମାସ୍କ ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ଡିଆରଡିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ୧ଲକ୍ଷ ଟଙ୍କାର ଏନ୍‌-୯୫ ମାସ୍କ ପ୍ରଦାନ କରାଯାଇଛି।ଏକ୍ସଟିକ୍ ସାଇନେଜ ସଂସ୍ଥାର ରାମପ୍ରସାଦ ମିଶ୍ର ଓ ବିଶ୍ୱରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ