ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁର ବିଏମ୍ସି ତରଫରୁ ଶୁକ୍ରବାର ଇଞ୍ଜିନିୟର ସ୍କୁଲ ରାସ୍ତା ପାଶ୍ୱର୍ରୁ ଜବର ଦଖଲ ଉଛେଦ କରାଯାଇଛି । ଇଞ୍ଜିନିୟରଙ୍ଗି ସ୍କୁଲ ଛକଠାରୁ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ଜବର ଦଖଲ ଭାବେ ବ୍ୟବସାୟ କରି ଆସୁଥିବା ସମସ୍ତ ବ୍ୟବସାୟୀଙ୍କୁ ନିଗମ ପକ୍ଷରୁ ଏପରି ଉଛେଦ କରାଯାଇଥିଲା ।