ବ୍ରହ୍ମପୁର ପୁରୁଣାବସଷ୍ଟାଣ୍ଡ ନିକଟରୁ ବିବାହିତ ମହିଳା ନିଖୋଜ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକ ବଡ ଆର୍ଯ୍ୟପଲ୍ଲୀ ଗ୍ରାମର ଜି.ଭୁଲୋକି ଗତକାଲି ଠାରୁ ନିଖୋଜ ହୋଇଛନ୍ତି । ସେ ଗତକାଲି ସକାଳେ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଓହ୍ଲାଇଥିଲେ । ଏହାପରେ ସେ ଆଉ ଘରକୁ ଫେନଥିଲେ । ଏନେଇ ଭୂଲୋକିଙ୍କ ସ୍ୱାମୀ ଜି.ନୋକେୟା ବ୍ରହ୍ମପୁର ଥାନାରେ ଅଭିଯୋଗ କରିଛନ୍ତି । ଯଦି କୈାଣସି ଲୋକ ଏହାର ସନ୍ଧାନ ମିଳିଲେ ୯୩୪୮୩୮୨୮୩୫, ୭୭୩୫୦୫୪୦୧୫, ୭୯୭୮୨୫୮୪୮୧, ୭୦୭୭୪୧୪୫୫୭,୯୫୮୩୧୭୦୯୦୮ ନମ୍ବର ସହ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି ।