ବ୍ରହ୍ମପୁର ବିଜେଡି ତରଫରୁ ବିଜୁ ଜୟନ୍ତୀ ପାଳିତ

ବ୍ରହ୍ମପୁର,(ଅନିଲ କୁମାର):ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଥିବା ବନ୍ଧରେ ତିଳ ତର୍ପଣ ଏବଂ ବିଜୁବାବୁଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା, ପରେ ଆସିକା ରୋଡ ସ୍ଥିତ ତାଳୁକା ଠାରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପ ମାଲ୍ୟାର୍ପଣ କରାଯିବ ପରେ ଦେଶି ବେହେରା ସାହିରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ପରେ ସେଠାରୁ ବାହାରି ଶ୍ରୀରାମ ନବମୀ ଅବସରରେ ମାର୍ଥା ସାହିରେ ଥିବା ରଘୁନାଥ ମନ୍ଦିରରେ ସାମୁହିକ ଭାବେ ଦ୍ବିପ ପ୍ରଜନନ କରାଯାଇଥିଲା, ସଂନ୍ଧ୍ୟାରେ ରାମଲିଙ୍ଗମ ପୋଖରୀ ରୋଡରରେ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ହଜାର ହଜାର ବିଜୁ ପ୍ରେମୀ ଏହି ସଭାରେ ଯୋଗଦେଇଥିଲେ,କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୁର୍ଗୁ ବକ୍ସିପାତ୍ର, ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଅର୍ବନ୍ ବେଙ୍କ ଅଧ୍ୟକ୍ଷ ଆର୍ମୁ. ମୁରୁଲୀ ମୋହନ, ବିଜୟ ସାମଲ, ସୋନାଲି ଗନ୍ତାୟତ, ଜଗନ୍ନାଥ ସାବତ, ଅନୀଲ ସାହୁ, ଲୋପାମୁଦ୍ରା ବକ୍ସିପାତ୍ର,ସୁରେନ୍ଦ୍ର ପଟ୍ଟନାୟକ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ପ୍ରମୋଦ ମହାରଣା, ଫାୟାଜ୍ ଖାନ୍, ଚନ୍ଦ୍ର ମୋହନ ସାହୁ, ମୁକୁନ୍ଦ ଗୌଡ଼,ଧିରେନ୍ ମହାରଣା, ଲୁନା ମହାରଣା, ସଂଯୁକ୍ତା ସାମଲ, ରେବତୀ ରେଡ୍ଡୀ,ମମତା ବିଷୋୟୀ, ମମତା ରାଏ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ମନୋଜ ମହାପାତ୍ର, ପ୍ରଦୀପ ବେହେରା, ରାକେଶ କୁମାର ସାହୁ, କୈଳାସ ରଣା ,ଏମ୍ ସୁଜାତା ପାତ୍ର, ପି ଭିମୁଡୁ, ଶ୍ରୀକାନ୍ତ ପାଣିଗ୍ରାହୀ, ମୁନା ମହାରଣା, ଉଧବ ବିଷୋୟୀ, ସିମାଞ୍ଚଳ ପଟ୍ଟନାୟକ, ଦୁତୀ କୃଷ୍ଣ ମଲ୍ଲ, ଉମା ମିଶ୍ର,ପି ଆଶାରାଣୀ , ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସମେତ ତଥା ବିଜୁ ପରିବାରର ବହୁ ପଦାଧିକାରୀ, କର୍ପୋରେଟର ଗଣ, ବରିଷ୍ଠ ସଦସ୍ୟ ସଦସ୍ୟା ଗଣ, ଯୁବ ମହିଳା ଛାତ୍ର ଛାତ୍ରୀ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟ ସଦସ୍ୟା ଗଣ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ