ବ୍ରହ୍ମପୁର ବିଧାୟକ ଅସୁସ୍ଥ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ବିଜେଡି ର ବରିଷ୍ଠ ନେତା ତଥା ବ୍ରହ୍ମପୁର ର ୫ ଥର ବିଧାୟକ ଡଃ ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ ଅସୁସ୍ଥ । ପେଟରେ ଯନ୍ତ୍ରଣା ହେବାରୁ ଉଚ୍ଚତୋର ଚିକିସ୍ତ୍ରା ପାଇଁ ଦିଲ୍ଲୀ ର ମେଦାନ୍ତ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ତଳେ ବିଧାୟକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଘରେ ଚିକିସ୍ତ୍ରିତ ହେଉଥିଲେ । ପେଟରେ ଯନ୍ତ୍ରଣା ଅସହ୍ୟ ହେବାରୁ ଅଧିକ ଚିକିସ୍ତ୍ରା ପାଇଁ ଦିଲ୍ଲୀ ଯାଇଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ