ବ୍ରହ୍ମପୁର ମହାନଗର ନିଗମର ପ୍ରତାରଣା

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ ): କେନ୍ଦ୍ର ଓ ରାଜ୍ୟ ସରକାର ସମାଜରେ ଅବହେଳିତ ହେ ।ଇ ପଡ଼ି ରହିଥିବା ମହିଳା ମାନଙ୍କ ଅ ।ର୍ଥିକ ବିକାଶ ସହିତ ମହିଳାମାନଙ୍କୁ ସଶକ୍ତିକରଣ ଏବଂ ଅ ।ତ୍ମନିର୍ଭରଶୀର କରିବା ପାଇଁ କେ ।ଟି କେ ।ଟି ଟଙ୍କା ଅ ।କାରରେ ବିଭିନ୍ନ ଯେ ।ଜନା ପାଇଁ ଋଣ ପ୍ରଦାନ କରୁଥିବା ଓ ବ୍ୟାପକ କାଯର‌୍ୟକ୍ରମ ଗ୍ରହଣ କରାଯାଇଥିବା ସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଦେଇ ସରକାରୀ ଅର୍ଥର ଅପଚୟ କରୁଥିବା ବେଳେ ବାସ୍ତବରେ ଏହାର ସୁଫଳ ମହିଳାମାନେ ପାଇପାରୁନଥିବା ନଜିର ରହିଛି । ଏଠାରେ ଉଲ୍ଲେଖ କରାଯାଇପାରେ, ୨୦୦୭-୦୮ ମସିହାରୁ ଶ୍ରୁତାଇ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ପଯର‌୍ୟାୟକ୍ରମେ ୩୦୦ରୁ ଊଦ୍ଧ୍ୱର୍ ମହିଳା ଗ୍ରୁପ ଗଠନ କରି ବ୍ରହ୍ମପୁର ମହାନଗର ନିଗମ ଜରିଅ ।ରେ ଋଣ ପାଇଁ ଅ ।ବେଦନ କରିଥିଲେ ସୁଦ୍ଧା ଅଦ୍ୟାବଧି ଗେ ।ଟିଏ ମଧ୍ୟ ଗ୍ରୁପକୁ ଋଣ ପ୍ରଦାନ କରାଯାଇନଥିବା ଘଟଣା ଅତ୍ୟନ୍ତ ଉଦବେଗଜନକ ହେ ।ଇଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମହିଳାମାନଙ୍କୁ ସହାୟତା କେବଳ ସମ୍ବାଦପତ୍ର ଓ ସରକାରୀ ନଥିପତ୍ରରେ ହେ ।ଇଥିବା ଜଣାପଡ଼ିଛି । ମ୍ୟାଜିକ ଅଣ୍ଡା ଯେଭଳି ଅ ।ମଲେଟ ହେ ।ଇପାରିବ ନାହିଁ, ସେହିପରି ସରକାରୀ ଯେ ।ଜନାର ସୁଫଳ ସାଧାରଣ ମହିଳା ପାଇବାରେ ସମ୍ପୂର୍ଣ୍ଣ ବିଫଳ ହେ ।ଇଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଅଭିଯେ ।ଗ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବେଅ ।ଇନ କାଯର‌୍ୟକଳାପକୁ ବିରେ ।ଧ କରିଥିବା ଯେ ।ଗୁଁ ଏମାନଙ୍କ ଋଣ ପ୍ରଦାନ କରାଯାଇନଥିବା ସ୍ପଷ୍ଟ ହେ ।ଇଯାଇଛି । ୨୦୧୨ ମସିହାରେ ବିଏମସିର ପତ୍ର ସଂଖ୍ୟା ୯୭୨୦/୧.୮.୨୦୧୨ ଓ ପତ୍ର ସଂଖ୍ୟା ୧୧୬୦୪/୧୨.୯.୨୦୧୨ ତାରିଖ ଚିଠି ଏବଂ ମହାନଗର ନିଗମ ପତ୍ର ସଂଖ୍ୟା ୯୩୭୦ ଓ ତା. ୭.୮.୨୦୧୪ ପ୍ରକାରେ ପୌର ସଂସ୍ଥାରେ ବିଭିନ୍ନ ୱାର୍ଡର କର୍ପୋରେଟରମାନଙ୍କ ଅନୁମେ ।ଦନ ପାଇଁ ଶ୍ରୁତାଇ ସଂଗଠନକୁ ପତ୍ର ଲେଖିଥିଲେ । ଏହାପରେ ବିଭିନ୍ନ ୱାର୍ଡର କର୍ପୋରେଟରମାନଙ୍କ ସୁପାରିଶକ୍ରମେ ପୌରସଂସ୍ଥା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅ ।ବେଦନ କରିଥିବା ୩୦୦ ମହିଳା ସଂଗଠନଙ୍କୁ ତୁରନ୍ତ ଋଣ ପ୍ରଦାନ କରାଯାଉ ବେ ।ଲି ଜିଲାପାଳ, ଦକ୍ଷିଣାଞ୍ଚଳ ଅ ।ରଡିସି, ଅର୍ଥ ବିଭାଗ ସଚିବ, ମହିଳା ଶିଶୁ କଲ୍ୟାଣ ବିଭାଗଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଘଟଣା ସରକାରଙ୍କ ପ୍ରକୃତ ମହିଳା ବିକାଶ ନାମରେ ଧୂଅ ।ଁବାଣ ମାରୁଛନ୍ତି ଏଥିରୁ ସ୍ପଷ୍ଟ ହେ ।ଇଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ, ଦାୟିତ୍ୱରେ ଥିବା ମହାନଗର ନିଗମର ପଦାଧିକାରୀମାନଙ୍କ ଅବହେଳା ଓ ହେୟଜ୍ଞାନ ଯେ ।ଗୁଁ ଅ ।ଜି ୩୦୦ ମହିଳା ଗ୍ରୁପର ହଜାର ହଜାର ମହିଳା ଋଣ ପାଇବାରୁ ବଞ୍ôଚତ ହେ ।ଇଛନ୍ତି । ଏ ସମ୍ପର୍କରେ ଏକ ବୈଠକ ସଂଘ କାଯର‌୍ୟାଳୟ ଠାରେ ସଂଗଠନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ ।ଇ ବ୍ୟାପକ ବି•ର ବିମର୍ଶ କରାଯିବା ପରେ ମହିଳାମାନଙ୍କୁ ସଂଗଠିତ କରି ଏକ ବଡ଼ ଧରଣର ଅ ।ନ୍ଦେ ।ଳନ କରାଯିବାକୁ ନିଷ୍ପତ୍ତି ନିଅ ।ଯାଇଥିଲା । ବୈଠକରେ ସଂଗଠନର କାଯର‌୍ୟକାରୀ ସଭାପତି ଜଗନ୍ନାଥ ଗନ୍ତାୟତ, ସମ୍ପାଦିକା ଇନ୍ଦିରା କୁମାରୀ ନାୟକ, ରାମନାଥ ଗନ୍ତାୟତ, ଅଶେ ।କ ବେହେରା, ସହଦେବ ସାହୁ, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ସୁସ୍ମିତା ସାବତ, ବିଷ୍ଣୁ ପାଢ଼ୀ, ହରପ୍ରିୟା ସାହୁ, ଗୀତାଲକ୍ଷ୍ମୀ ପଣ୍ଡା ଓ ପ୍ରଫୁଲ୍ଲ ପାଣିଗ୍ରାହୀ ପ୍ରମୁଖ ଅ ।ଲେ ।ଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ