ବ୍ରହ୍ମପୁର ଯୁବ ବିଜେଡ଼ି ତରଫରୁ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଆଜି ସ୍ଥାନୀୟ ଗିରି ମାର୍କେଟ ବିଜୟା ହଲ୍ ଛକ ଠାରେ ବ୍ରହ୍ର୍ମପୁର ମହାନଗର ଯୁବ ବିଜେଡ଼ି ତରଫରୁ ଚୀନ୍ ଆକ୍ରମଣ ରେ ସହିଦ୍ ହୋଇ ଥିବା ବୀର ସୈନିକ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡାଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ବ୍ରହ୍ମପୁର ଯୁବ ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ଓ ସମସ୍ତ ଦଳୀୟ କର୍ମୀ ତଥା ପୂର୍ବତନ କର୍ପୋରେଟର ମାନେ ସମସ୍ତେ ଉପସ୍ଥିତ ରହି ସହିଦ୍ ମାନଙ୍କର ଗୁଣ ଗାନ କରି ତାଙ୍କର ଅମର ଆତ୍ମାର ସଦ୍ ଗତି ପ୍ରାପ୍ତି ନିମନ୍ତେ ପାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ