ବ୍ରହ୍ମପୁର ଲୋକସଭା ପାର୍ଥୀ ଚନ୍ଦ୍ରଶେଖର ଓ ବିଧାନସଭା ପ।।ର୍ଥୀ ବିକ୍ରମ ପଣ୍ଡା !
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) : ବହୁ ଦିନର ବାଦ ବିବାଦ ପରେ ବ୍ରହ୍ମପୁର ସହରର ଲୋକସଭା ପାର୍ଥୀ ଓ ବିଧାନସଭା ପାର୍ଥୀଙ୍କୁ ନେଇଁ ଯେଉଁ ଟଣାଓଟରା ଚାଲିଥିଲା ତାହାର ଅନ୍ତଘଟିବାକୁ ଯାଉଛି । ବ୍ରହ୍ମପୁର ର ଲୋକସଭା ପାର୍ଥୀ ଭାବେ ବିଜେଡିର ଚନ୍ଦ୍ରଶେଖର ସାହୁ ଓ ବିଧାନସଭା ପାର୍ଥୀ ଭାବେ ବିକ୍ରମ ପଣ୍ଡାଙ୍କୁ ମନୋନୀତ କରିଥିବା ବିଶ୍ୱସ୍ତ ସୁତ୍ରରୁ ସୁନିଶ୍ଚିତ ହୋଇଥିବା ଖବର ମିଳିଛି ।ଦୀର୍ଘ ୨୪ ବର୍ଷ ଧରି ବ୍ରହ୍ମପୁରରେ ଶାସନ କରିଥିବା ଆଉ ଚ୍ୟାଉପଟ୍ଟନାୟକଙ୍କୁ ବିଜେଡି ତରଫର ୁ ଆଉ ଟିକେଟ ମିଳିବ ନାହିଁ ବୋଲି ଧରାପଡିଛି ସେହିପରି ସିଦ୍ଧ।।ନ୍ତ ମହାପାତ୍ରଙ୍କୁ ବି ଆଉ ଲୋକସଭା ପାର୍ଥୀ ଟିକେଟ ମିଳିବ ନାହିଁ ।