ବ୍ରହ୍ମାନନ୍ଦ ପ୍ରଧାନ ହେଲେ ସଭାପତି

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବାର ଆସୋସିଏସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।ଏହି ନିର୍ବାଚନରେ ବାର ଆସୋସିଏସନର ସଭାପତି ଭାବେ ବ୍ରହ୍ମାନନ୍ଦ ପ୍ରଧାନ, ଉପ-ସଭାପତି ଭାବେ ଜୟଶ୍ରୀ ପ୍ରଧାନ,ସମ୍ପାଦକ ଭାବେ ଜୟଦେବ ମିଶ୍ର ଓ ସହ ସମ୍ପାଦକ ଭାବେ ସରୋଜ କୁମାର ମହାନ୍ତି ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଗୌରାଙ୍ଗ ଚରଣ ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ