ବ୍ଲକ ଅଫିସ ଭଙ୍ଗାରୁଜା ଘଟଣାରେ ୯ ଜଣଙ୍କୁ ଗିରଫ କଲା ପୋଲିସ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କର୍ମକର୍ତ୍ତାଙ୍କୁ ଅଗଣତାନ୍ତିକ ଭାବେ ଅନ୍ତର କରାଯିବା ପ୍ରତିବାଦରେ ବୁଧବାର ସିିପିଆଇ ଓ କଂଗ୍ରେସ ସମର୍ଥନରେ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଫିସ ଭିତରେ ପସି ଆସବାବପତ୍ର ନଷ୍ଟ କରିବା ସହ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ ପୋଲିସ ଗୁରବାର ସୁଦ୍ଧା ୯ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଉକ୍ତ ଘଟଣାକୁ ନେଇ ବିଡିଓ ରେବେକା ବିଲୁଙ୍ଗଙ୍କ ଅଭିଯୋଗ କ୍ରମେ ୧୪୦/୨୦ ଓ ପୋଲିସ କର୍ମଚାରୀଙ୍କ ଅଭିଯୋଗ କ୍ରମେ ୧୪୧/୨୦ ମୂଳେ ୨ଟି ମାମଲା ରୁଜ୍ଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ