ବ୍ଲକ ପରିସ୍ଵରରେ ମଗଡ୍ରିଲ କାର୍ଯ୍ୟକ୍ରମ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ପରିସ୍ଵରରେ ମଗଡ୍ରିଲ କାର୍ଯ୍ୟକ୍ରମ ଅନୁଷଠିତ ହୋଇଥିଲା ବାତୀୟ ମୁକାବିଲା ହେଉ କିମ୍ବା ନିଆଁ ଲାଗିଲେ କିଭାଲି ଲୋକ ଙ୍କୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନ କୁ ନିଆଯାଇପାରିବ ସେ ନେଇ ସଚେତନତା କରିଥଲେ ମୋହନା ଅଗ୍ନିଶମ ବିଭାଗ ପ୍ରଥମେ କୋନଶୀ ଵେକ୍ତି ନିଆଁ ଲାଗିଥିବା ଘରେ ଫସି ରହିଥିଲେ ତାକୁ କିଭାଳୀ ଉଦ୍ଧାର କରିବେ ଓ ଗିଆଶ ନିଆଁ କୁ ଆୟତ କରିବେ ମଗଡ୍ରିଲ ମାଧ୍ୟମ ରେ ଦେଖିଥିଲେ ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ର ସମସ୍ତ କର୍ମଚାରୀ ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ଅଗ୍ନିଶମ ବିଭାଗ ର ତାରାକାନ୍ତ ମହାପାତ୍ର, କବିରାଜ ସେଠୀ ଓ କର୍ମଚାରୀ ସଚେତନତା କରିଥଲେ