ବ୍ଲକ ଶିକ୍ଷାଧିକାରୀଙ୍କ ବଦଳି

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରେଇଙ୍କୁ ଏହା ମଧ୍ୟରେ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି କରାଯାଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଚିଠି ନଂ-୧୧୪୮୮/ଏସ୍‌.ଏମ୍‌.ଇ/ତା୨୭-୫-୨୨ ରିଖ ଅନୁଯାୟୀ ଶ୍ରୀ ତରେଇଙ୍କୁ ବନ୍ତ ବ୍ଲକରୁ ଭଣ୍ଡାରିପୋଖରୀ ବ୍ଲକକୁ ବଦଳି କରାଯାଇଥିବା ଜଣା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ