ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିଶ୍ୱର ରେ୨୦୨୧ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ହେଲେ କରୋନା ମହାମାରୀ ପାଇଁ ବହୁ ଆଡ଼ମ୍ବର ନ କରି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିଶ୍ୱର ପାଳନ ହୋଇଛି ମୁଖ୍ୟଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ବେହେରା, ମୁଖ୍ୟବକ୍ତାଭାବେ କୁନା ପାତ୍ର, ସଂମାନିତ ଅତିଥି ଭାବେ ନାଥୁ କଅଁର,ଯୋଗ ଦେଥିଲେ ଅତିଥି ମାନେ ପ୍ରଥମେ ଦୀପକପ୍ରଜଳନ କରିଥିଲେ ପରେ ଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ପୁଷ୍ପ ଗଛ ପ୍ରଦାନ କରାଯାଇଥିଲା ଏହି ଅବସର ରେ ବିଭିନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଗୀତ,ନୃତ୍ୟ, ଭାଷଣ, ଚିତ୍ର ଅଙ୍କନ ରେ ଭାଗ ନେଥିଲେ ଏହି ପ୍ରତିଯୁଗୀତ ରେ ପ୍ରଥମ ଦୃତୀୟ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ସମସ୍ଥ ସିଆରସି , ଶିକ୍ଷକ ଶିକ୍ଷୟିତ୍ରୀ,ଓ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନାକରିଥିଲେ ଶଙ୍କର ପଣ୍ଡା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ