ବ୍ୟାଙ୍କ ନୂତନ ଶାଖା ଶୁଭାରମ୍ଭ କଲେ ବିଡ଼ିଓ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ବଡ଼ ବଜାର ବିବେକାନନ୍ଦ ମାର୍ଗରେ ନୂତନ କୋଠା ରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ ଶାଖାକୁ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟଙ୍କ ଦ୍ୱାର ଉଦଘାଟିତ ହୋଇଯାଇଛି I ସମ୍ମନିତ ଅତିଥି ରୂପେ ଗଂଜାମ ପୌରାଞ୍ଚଳ ବରିଷ୍ଠନାଗରିକ ଉପଦେଷ୍ଟା ଇଂ ଵିନୋଦ କୁମାର ପାଢୀ ଯୋଗଦେଇଥିଲେ । ବ୍ୟାଙ୍କ ପ୍ରବନ୍ଧକ ଅଜୟ କୁମାର ନାୟକ, ଆଞ୍ଚଳିକ ଶାଖା ପରିଚାଳିକା ପୁଷ୍ପଲତା ପରିଡାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ