ଭଉଣୀ କୁ ବଞ୍ଚାଇବାକୁ ଜାଇ ଭାଇର ମୃତ୍ୟ

କଳାହାଣ୍ଡି,(ୱାଇଏନ୍ଏସ୍): ଭଉଣୀ କୁ ବଞ୍ଚାଇବାକୁ ଜାଇ ଭାଇର ମୃତ୍ୟ , ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ଭାଇର ମୃତ, କପଡା ସୁଖେଇବା ବେଳେ ଭଉଣୀ ବିଦ୍ୟୁତ ସଂଷ୍ପର୍ଶ ରେ ଆସିଥିଲେ ,ବାପା ଗୁରୁତର ଅବସ୍ଥାରେ ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି, ମୃତକ ଭାଇ ହେଲେ ଭବାନିପାଟଣା ପରମାନନ୍ଦପୁର ର ଭୁଜବଳ ବୈଶାଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ