ଭଙ୍ଗା ଘରେ ଚୂନ ଦେଇ ଅସ୍ଥାୟୀ ସୁସ୍ଥ୍ୟକେନ୍ଦ୍ର ଚଳୁ ପ୍ରଶାସନ ଆଖିରେ କାଳିପଟି

ଗଜପତି,(ଅଂଶୁମାନ ପଣ୍ଡା):ମୋହନା ବ୍ଲକ ଦୃଗମ, ପାହାଡିଆ ଅଞ୍ଚଳ ୩୯ପଞ୍ଚାୟତ କିନ୍ତୁ ଏଇ ପଞ୍ଚାୟତ ଗୁଡିକରେ କରନା ମୁକାବିଲା ପାଇଁ ଅସ୍ଥାୟୀ ସ୍ୱାସ୍ତ୍ୟ କେନ୍ଦ୍ର ଖୁଲିବା ପାଇଁ ସରକାର ଙ୍କ ତରଫରୁ ୫ଲକ୍ଷ୍ୟ ଟଙ୍କା ଖର୍ଚ କରୁଛନ୍ତି ପ୍ରତ୍ୟକ ପଞ୍ଚାୟତରେ କିନ୍ତୁ ଦ୍ରଭାଗ୍ୟର କଥା ଯନ୍ତ୍ରୀ ଓ ଠିକା ଦାର ମିଳିତରେ ପୁରୁଣା ବିଦ୍ୟାଳୟ ଗୁଡିକରେ ଚୂନ ମାରିବା ସହ ଖଟ, ବେଟ୍ରି, ପାଣି ମିସିନ ବିଦୂତ ସାମଗ୍ରୀ ଚଢାଦର ପିସି କାରବାର କରି ଚଢାଦରରେ ପକାଇ ପଇସା ଚଳୁକରୁଛନ୍ତି ସେପରି କିଛି ଜାଗାରେ ଗ୍ରାମ ରୁଜଗାରସେବକମନେ ନିଜ କାର୍ଯ୍ୟରେ ଅଭେହେଳାକରି ପଞ୍ଚାୟତର ଜେ କୌଣସି କାମ ନିଜେ କରୁଛନ୍ତି ଆଉ ଦୁକାନରେ ଦିନ ବିତଉଛନ୍ତି ଏଥି ପ୍ରଥି ପ୍ରଶାସନ କୌଣସି ପଦକ୍ଷେପ ନ ନେଇ ମୁଟା ଅଙ୍କ ର ଟଙ୍କା ନେଇ ରହିଛନ୍ତି ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ଅନ୍ୟପଟେ ୩୯ପଞ୍ଚାୟତ ରୁ ବର୍ତମାନ ୩୫ ସ୍ୱାସ୍ଥୟ କେନ୍ଦ୍ର ହଇଛି ସେଗୁଟିକମଧ୍ୟ୍ୟ ନିମ୍ନ ମାନର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ