ଭଞ୍ଜନଗରରେ ଆଜି ପୁଣି ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି।ଗତକାଲି ଭଞ୍ଜନଗର ଅଞ୍ଚଳରୁ ୨୩ଜଣ ଓ ଆଜି ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୭ଜଣ ପୋଲିସ କର୍ମଚାରୀ, ଜଣେ ଆଇ.ସି.ଡ଼ି.ଏସ ଅଫିସ ସୁପରଭାଇଜର ରହିଥିବା ବେଳେ ଭଞ୍ଜନଗର ଏନ.ଏ.ସି ର ପାତ୍ର କଲୋନୀ ର ୭ଜଣ,ନିଳାଦ୍ରୀ ବିହାର, ତ୍ରିମୂର୍ତ୍ତି ସାହି, ଫରେଷ୍ଟ କଲୋନୀ ଓ ଭଞ୍ଜନଗର ରୁ ଜଣେ ଲେଖାଏଁ ଥିବା ବେଳେ ଏହି ବ୍ଲକର ବାଉଁଶ ଲୁଣ୍ଡି ରୁ ୩ଜଣ,ଦୋ ମୁହାଣୀ, ଜିଲୁଣ୍ଡି, ବିରିକୋଟ, କୁଲାଡ଼ ଓ ଲଣ୍ଡେଇ ସାହିରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ