ଭଞ୍ଜନଗରରେ କଂଗ୍ରେସର ନିର୍ବାଚନ ପ୍ରଚାର
ସାରା ଓଡିଶାରେ ନିର୍ବାଚନ ପାଇଁ ବିବିନ୍ନ ଦଳର ଭୋଟ ପ୍ରଚାର କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବାବେଳେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ କଂଗ୍ରେସ ନିଜର ଭୋଟ ପ୍ରଚାର କାର୍ଯ୍ୟକ୍ରମକୁ ଜୋରସୋରରେ ଆରମ୍ଭ କରିଛନ୍ତି । ଆଜି ଭଞ୍ଜନଗର ନିର୍ୱାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥୀ ସଂଜୟ କୁମାର ତ୍ରୀପାଠୀ , ଅନ୍ୟାନ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସମେତ ସହସ୍ରାଧୀକ କଂଗ୍ରେସ କର୍ମୀ ମାନେ ମିଶି ଭଞ୍ଜନଗର ବାଇକ ରାଲି କରିବା ସହିତ ଭେଜପୁଟ, ଲାଲସିଂ, ବୁଦୁଲି,ମୁଜାଗଡ ଆଦ ଅନ୍ୟାନ୍ୟ ପଞ୍ଚାୟତରେ କଂଗ୍ରେସ ବିଜୟଲାଭ ପାଇଁ ବିଜେଡି ବିରୋଦ୍ଧସ୍ନାରା ଦେବା ସହ ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସର ଗୁଣଗାନ କରି ଘୋଟ ପ୍ରଚାର କରିଥିଲେ ।