ଭଞ୍ଜନଗର ଆଇନଜୀବୀ ସଂଘର ନବ ନିର୍ବଚାଚିତ ପ୍ରତିନିଧିମାନଙ୍କ ଶପଥ ପାଠ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ଆଇନଜୀବୀ ସଂଘର ନବ ନିର୍ବଚାଚିତ ପ୍ରତିନିଧି ମାନେ ଆଜି ଶପଥ ପାଠ କରିଛନ୍ତି। ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ତ୍ରିନାଥ ମଳିକ ସମସ୍ତ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶପଥପାଠ କରାଇଥିଲେ। ଆଇନଜୀବୀ ଜ୍ୟୋତି ରଞ୍ଜନ ପ୍ରଧାନ,ସ୍ନିଗ୍ଧା ଦାଶ ପରିଚାଳନାରେ ସହଯୋଗ କରିଥିିଲେ। ଏଥିରେ ସଭାପତି ଭାବେ ଲକ୍ଷ୍ମୀକାନ୍ତ ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ବେହେରା,ସମ୍ପାଦକ ଜ୍ୟୋତିରାଜ ପତି,ଯୁଗ୍ମ ସମ୍ପାଦକ ଗିରିଜା ଶଙ୍କର ଭୂୟାଁ,କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ମିଶ୍ରଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରମେଶ ଚନ୍ଦ୍ର ପଣ୍ଡା,ରବୀନ୍ଦ୍ର ନାଥ ଦାସ,ଅଭିମନ୍ୟୁ ଗୌ୍ଡ,ଦିବାକର ନାୟକ,ଅଶୋକ କୁମାର ଗୌଡ(ଏ),ମନୋଜ କୁମାର ପଟ୍ଟନାୟକ(ଏ),ରଜତ କୁମାର ଦାଶ,ଅଭାଗିନି ବିଷୋୟୀ,ରବୀନ୍ଦ୍ର ନାଥ ବେହେରା,ପ୍ରମୋଦ କୁମାର ବିଷୋୟୀ ଶପଥ ପାଠ କରିଥିଲେ। ଏଥିରେ ଦଣ୍ଡପାଣି ସ୍ବାଇଁ,ବିନୟ କୁମାର ରଥ,ସନ୍ତୋଷ କୁମାର ତିଆଡି,ଅଳକା ମଞ୍ଜରୀ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ