ଭଞ୍ଜସେନାର ଦ୍ଵିତୀୟ ପର୍ଯ୍ୟାୟ କର୍ମକର୍ତ୍ତା ଚୟନ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଭଞ୍ଜସେନା ପକ୍ଷରୁ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଅନୁମୋଦନ କ୍ରମେ ସଂଗଠନର ବିଭିନ୍ନ ଶାଖା ମୁଖ୍ୟ ମାନେ ଆଜି ସେମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି. ଜିଲ୍ଲା ଉପସଭାପତି ଦୀପକ ସୋ, ପ୍ରଦୀପ ଦେ ଜିଲ୍ଲା ସମ୍ପାଦକ ସତ୍ୟବ୍ରତ ଧଳ, କପ୍ତିପଦା ଉପଖଣ୍ଡ ସଭାପତି ରାକେଶ କୁମାର ପଣ୍ଡା, ଉଦଳା ଏନଏସି ସଭାପତି ଲଷ୍ମୀଧର ସାହୁ,କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଞ୍ଜୟ ହାଁସଦା, ଜିଲ୍ଲା ଯୁବ ଶାଖା ଉପ ସଭାପତି ରାଜା ଖାନ, ସଂଗ୍ରାମ ମାରାଣ୍ଡି, ସଞ୍ଜୟ ମହାନ୍ତ, ଜିଲ୍ଲା ଯୁବ ଶାଖା ସାଧାରଣ ସମ୍ପାଦକ ସୁନୀଲ ମହାପାତ୍ର, ସଂଜୀବ ଗିରି, ସମ୍ପାଦକ ମାନସ ପାତ୍ର, ରଞ୍ଜନ କୁମାର ଭଞ୍ଜଦେଓ, ଶମ୍ଭୁ ଗୋପାଲ, ଉମେଶ ପ୍ରଧାନ,ସୁରଜ ବିନ୍ଧାଣୀ, ସଂଗଠନ ସମ୍ପାଦକ କୃପାସିନ୍ଧୁ ସେନାପତି, ସତ୍ୟରଞ୍ଜନ ରାଉତ, ଜିଲ୍ଲା ଛାତ୍ର ଶାଖା ଉପସଭାପତି ଲେଲିନ ବେହେରା, ଏମଡି ସେହଜାଦ, ସାଧାରଣ ସମ୍ପାଦକ ମନୋଜ ସାହୁ, ସମ୍ପାଦକ ତାପସ ବେହେରା, ସୁମିତ ରାଉଳ, ଲିପୁନ ପୃଷ୍ଟି, ପିକୁନ ଗୋଚ୍ଛାୟତ, ସଂଗଠନ ସମ୍ପାଦକ ପ୍ରଦୀପ ପଣ୍ଡା, ଶୁଭମ ଦଳେଇ, ବାରିପଦା ଯୁବଶାଖା ସହର ସଭାପତି ସଞ୍ଜୟ ମାହାନା, କାର୍ଯ୍ୟକାରୀ ସଭାପତି ଶୁଭମ ଦେ, ଉପ ସଭାପତି ସଚିନ ସଲାଙ୍କି, ରାଜ କୁମାର ଦଳେଇ, ଶମ୍ଭୁ ରଣା, ସାଧାରଣ ସମ୍ପାଦକ ମହମ୍ମଦ ତାରିଫ, ସମ୍ପଦ ପୃଷ୍ଟି, ସମ୍ପାଦକ ସାନୱାର ମଲ୍ଲିକ, ପ୍ରିୟାଂଶୁ ଖଟୁଆ, ରଜନୀକାନ୍ତ ପୃଷ୍ଟି, ସତ୍ୟ ପୃଷ୍ଟି, ବିଶ୍ୱଜିତ ପ୍ରଧାନ, ସଂଗଠନ ସମ୍ପାଦକ ରାମଚନ୍ଦ୍ର କବାଟ, ବାପୁନ ଦାସ, ସାକ୍କୀର ଅଲ୍ଲୀ ଶ୍ୟାମାଖୁଣ୍ଟା ବ୍ଲକ ସଭାପତି ବାପି ସିଂ, ସାଧାରଣ ସମ୍ପାଦକ ଲିକୁ ଲେଙ୍କା ମହାନ୍ତ, ସମ୍ପାଦକ ତାପସ ସିଂ ବଡ଼ସାହି ବ୍ଲକ ସଭାପତି ରାକେଶ ଆଚାର୍ଯ୍ୟ, ଉପସଭାପତି ଅନନ୍ତ ଘଡେଇ, ସତ୍ୟବାନ ଗିରି, ସାଧାରଣ ସମ୍ପାଦକ ବୁଧୁରାମ ସିଂ, ସୌମ୍ୟରଞ୍ଜନ ମହାପାତ୍ର, ସମ୍ପାଦକ ଦଶରଥ ମୁର୍ମୁ, ଜିଲ୍ଲା ସୋସିଆଲ ମେଡ଼ିଆ ସଂଯୋଜକ ମୁକ୍ତିଦତ୍ତ ପରିଡା, ବିନୋଦ ଜେନା, ଲୋକନାଥ ପାତ୍ର, ରବି ସିଂ, ପ୍ରମୁଖ କର୍ମକର୍ତ୍ତାଙ୍କ ନାମ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ସୋସିଆଲ ମେଡ଼ିଆ ମୁଖ୍ୟ ସଂଯୋଜକ ସନ୍ତୋଷ ଗିରି, ଜିଲ୍ଲା ଯୁବ ଶାଖା ସଭାପତି ଏସ.କେ. ରାଜାଖାନ, ଜିଲ୍ଲା ଛାତ୍ର ଶାଖା ସଭାପତି କିଷାନ କୁମାର ସାହୁ ପ୍ରମୁଖ ଘୋଷଣା କରିଛନ୍ତି.