ଭବାନୀପାଟଣା ସଦର ବ୍ଲକରେ ବେଆଇନ ମଦ କାରବାର

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମିଲକୀ ଅଞ୍ଚଳରେ ଦିନକୁ ଦିନ ବେଆଇନ ଦେଶୀ ମଦ ବିକ୍ରୀ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବିଶେଷ କରିବୋର୍ଡ଼।,ସ।ବସିଲେଟ,ଗରଗାଫ,,ଧ।ମାନପୁର, ଆଦି ଅଞ୍ଚଳରେ ବେଆଇନ ଭାବେ ନକଲି ଦେଶୀ ମଦର କାରବାର ଭେଉଛି । ସରକାର ବିଦେଶୀ ମଦକୁ ସିଲ କରି ବିକ୍ରି କରିବାର ବ୍ୟବସ୍ଥା ଥିବାବେଳେ, ଏହି ଅଞ୍ଚଳରେ ବେଆଇନ ଭାବେ ଜଣେ ମଦ ବ୍ୟବସାୟୀ ଙ୍କ ପ୍ର।ଦୁଭ।ବ୍ୟ ରେ ଏପରି ବେଆଇନ ମଦ କାରବାର ଚାଲିଥିବା ନେଇ ସ୍ଥାନୀୟ ମହିଳା ଗୋଷ୍ଟି ଅଭିଯୋଗ କରିଛନ୍ତି । ବାରମ୍ବାର ଚାଷ ବାସ ଉଜୁଡ଼ି ଯାଉଥିବା ବେଳେ ପୁରୁଷ ମାନେ ବିଷାକ୍ତ ଓ ଲାଇସେନ୍ସ ନଥିବା ମଦ ପିବା ଯୋଗୁଁ ପାରିବାରିକ ପରିସ୍ଥିତି ବିଗୁଡୁ ଥିବା ବେଳେ ଅନେକ ସମୟରେ ଅସ।ନ୍ତି ଲାଗିରହିଛି । ଅନେଇ ଅନେକ ମହିଳା ଆଗାମୀ ଦିନରେ ଆନ୍ଦୋଳନ ପାଇଁ ମଧ୍ୟ ସଜବାଜ ହେଉଥିବା ଜଣା ପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ